ଓଡିଶା

odisha

ETV Bharat / sports

ସାୟଦ ମୋଦି ଇଣ୍ଟରନେସନାଲ: ଫାଇନାଲରେ ସୌରଭ ପରାସ୍ତ - Syed Modi International

ସାୟଦ ମୋଦି ଇଣ୍ଟରନେସନାଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସର୍ଟଲର ସୌରଭ ବର୍ମା ଚାଇନାର ତାଇପେଇ ୱାଙ୍ଗ ୱେଇଙ୍କ ଠାରୁ 15-21, 17-21 ସେଟରେ ପରାଜିତ ହୋଇଛନ୍ତି।

ସୌରଭ ବର୍ମା
ସୌରଭ ବର୍ମା

By

Published : Dec 1, 2019, 9:18 PM IST

ଲକ୍ଷ୍ନୌ: ସାୟଦ ମୋଦି ଇଣ୍ଟରନେସନାଲ ଟୁର୍ଣ୍ଣାମେଣ୍ଟରେ ସର୍ଟଲର ସୌରଭ ବର୍ମାଙ୍କ ବିଜୟ ରଥରେ ରୋକ ଲାଗିଛି । ଫାଇନାଲ ମୁକାବିଲାରେ 26 ବର୍ଷୀୟ ସୌରଭ ପରାସ୍ତ ହୋଇଛନ୍ତି।

ଫଟୋ ସୌଜନ୍ୟ: twitter@BAI_Media

ପୁରୁଷ ଏକକ ବର୍ଗରେ ଚାଇନା ସର୍ଟଲର ତାଇପେଇ ୱାଙ୍ଗ ୱେଇଙ୍କ ଠାରୁ 15-21, 17-21 ସେଟରେ ପରାଜିତ ହୋଇଛନ୍ତି ସୌରଭ । ପୂର୍ବରୁ ସେ ଚଳିତ ବର୍ଷ ହାଇଦ୍ରାବାଦରେ ଖେଳାଯାଇଥିବା BWF ସୁପର 100ଟାଇଟେଲ ବିଜେତା ହୋଇଥିଲେ । ତେବେ ଏହି ଫାଇନାଲ ମୁକାବିଲାରେ ହାରିବା ପରେ ପ୍ରଥମ ସୁପର 300 ଟାଇଟେଲ ବିଜୟରୁ ବଞ୍ଚିତ ହୋଇଛନ୍ତି ସୌରଭ ବର୍ମା ।

ABOUT THE AUTHOR

...view details