ଓଡିଶା

odisha

By

Published : Jan 10, 2020, 2:14 PM IST

ETV Bharat / sports

ମାଲେସିଆ ମାଷ୍ଟରର୍ସ: କ୍ବାର୍ଟରରେ ପରାସ୍ତ ପିଭି ସିନ୍ଧୁ

ମାଲେସିଆ ମାଷ୍ଟରର୍ସ କ୍ବାର୍ଟର ଫାଇନାଲରେ ବିଶ୍ବର ନଂ 1 ଖେଳାଳି ସୁ ୟିଙ୍ଗ ତାଇଙ୍କ ଠାରୁ 16-21, 17-21 ସେଟରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ପିଭି ସିନ୍ଧୁ । ଅଧିକ ପଢନ୍ତୁ...

Malaysia Masters PV Sindhu loses
ମାଲେସିଆ ମାଷ୍ଟରର୍ସ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ଖରାପ ଫର୍ମ ଜାରି ରହିଛି । ଆଜି ଖେଳାଯାଇଥିବା ମାଲେସିଆ ମାଷ୍ଟର୍ସରୁ ବାଦ ପଡିଲେ ସିନ୍ଧୁ । କ୍ବାର୍ଟର ଫାଇନାଲର ମୁକାବିଲାରେ ବିଶ୍ବର ନଂ 1 ଖେଳାଳି ସୁ ୟିଙ୍ଗ ତାଇଙ୍କ ଠାରୁ 16-21, 17-21 ସେଟରେ ପରାସ୍ତ ହୋଇଛନ୍ତି ସିନ୍ଧୁ ।

2019 ୱାର୍ଲ୍ଡ ଚମ୍ପିଆନସିପ ପରେ ସିନ୍ଧୁଙ୍କ ପ୍ରଦର୍ଶନ କ୍ରମାଗତ ଖରାପ ରହିଛି । ପ୍ରାୟ 6ଟି ଟୁର୍ଣ୍ଣାମେଣ୍ଟରୁ ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଛନ୍ତି ସିନ୍ଧୁ । ମୋଟ 17ଟି ସାମ୍ନାସାମ୍ନି ମ୍ୟାଚରୁ ସୁ ୟିଙ୍ଗ ତାଇଙ୍କ ବିପକ୍ଷରେ ସିନ୍ଧୁଙ୍କର ଏହା ଦ୍ବାଦଶ ପରାଜୟ ।

ABOUT THE AUTHOR

...view details