ଓଡିଶା

odisha

", "articleSection": "sports", "articleBody": "ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି ।ହାଇଦ୍ରାବାଦ: ମହାମାରୀ କୋରାନା ଭାଇରସ ଯୋଗୁଁ ବ୍ୟାଡମିଣ୍ଟନ ସମେତ ସମସ୍ତ କ୍ରୀଡା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ସେଥିପାଇଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ତେବେ ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି । 22 events in 5 months . Ok 🤷🏻‍♂️ . Firstly , practice hasn’t begun yet . @hkvittinghus @ViktorAxelsen @NSaina @PRANNOYHSPRI @janojorgensen @CarolinaMarin @srikidambi @saiprneeth92. Your thoughts guys ?? pic.twitter.com/nvsAzt6vzh— Parupalli Kashyap (@parupallik) May 22, 2020 ପୂର୍ବତନ ବ୍ୟାଡମିଣ୍ଟନ ବିଶ୍ବ ନଂ1 ତଥା ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାଇନା ନେହୱାଲ, ପାରୁପଲ୍ଲୀ କଶ୍ୟପ, ସାଇପ୍ରଣୀତ ଘୋଷିତ ସୂଚୀକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । କୋରୋନା ଭାଇରସ ସମୟରେ ବିମାନ କଟକଣା ରହିଛି । ଏହାସତ୍ତ୍ବେ 5ମାସରେ 22ଟି ଟୁର୍ଣ୍ଣାମେଣ୍ଟକୁ ନାପସନ୍ଦ କରିଛନ୍ତି ଭାରତୀୟ ଖେଳାଳି । 22 events in 5 months . Ok 🤷🏻‍♂️ . Firstly , practice hasn’t begun yet . @hkvittinghus @ViktorAxelsen @NSaina @PRANNOYHSPRI @janojorgensen @CarolinaMarin @srikidambi @saiprneeth92. Your thoughts guys ?? pic.twitter.com/nvsAzt6vzh— Parupalli Kashyap (@parupallik) May 22, 2020 22 tournaments in 5 months from August to December 2020 😆😆 .. https://t.co/brfkDO5DOY— Saina Nehwal (@NSaina) May 22, 2020 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/sports/badminton/indian-shuttlers-lash-out-on-bwf-for-revamped-2020-calender/or20200523120258537", "inLanguage": "or", "datePublished": "2020-05-23T12:03:00+05:30", "dateModified": "2020-05-23T12:03:00+05:30", "dateCreated": "2020-05-23T12:03:00+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-7312540-thumbnail-3x2-photojpeg.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/sports/badminton/indian-shuttlers-lash-out-on-bwf-for-revamped-2020-calender/or20200523120258537", "name": "BWFର କ୍ରୀଡା କ୍ୟାଲେଣ୍ଡର: ଭାରତୀୟ ସର୍ଟଲରଙ୍କ ସମାଲୋଚନା", "image": "https://etvbharatimages.akamaized.net/etvbharat/prod-images/768-512-7312540-thumbnail-3x2-photojpeg.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-7312540-thumbnail-3x2-photojpeg.jpg", "width": 1200, "height": 675 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sports

BWFର କ୍ରୀଡା କ୍ୟାଲେଣ୍ଡର: ଭାରତୀୟ ସର୍ଟଲରଙ୍କ ସମାଲୋଚନା - ପାରୁପଲ୍ଲୀ କଶ୍ୟପ ସାଇପ୍ରଣୀତ

ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି ।

Indian Shuttlers lash out on BWF for revamped 2020 calender
BWFର କ୍ରୀଡା କ୍ୟାଲେଣ୍ଡର: ଭାରତୀୟ ସର୍ଟଲରଙ୍କ ସମାଲୋଚନା

By

Published : May 23, 2020, 12:03 PM IST

ହାଇଦ୍ରାବାଦ: ମହାମାରୀ କୋରାନା ଭାଇରସ ଯୋଗୁଁ ବ୍ୟାଡମିଣ୍ଟନ ସମେତ ସମସ୍ତ କ୍ରୀଡା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ସେଥିପାଇଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ତେବେ ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି ।

ପୂର୍ବତନ ବ୍ୟାଡମିଣ୍ଟନ ବିଶ୍ବ ନଂ1 ତଥା ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାଇନା ନେହୱାଲ, ପାରୁପଲ୍ଲୀ କଶ୍ୟପ, ସାଇପ୍ରଣୀତ ଘୋଷିତ ସୂଚୀକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । କୋରୋନା ଭାଇରସ ସମୟରେ ବିମାନ କଟକଣା ରହିଛି । ଏହାସତ୍ତ୍ବେ 5ମାସରେ 22ଟି ଟୁର୍ଣ୍ଣାମେଣ୍ଟକୁ ନାପସନ୍ଦ କରିଛନ୍ତି ଭାରତୀୟ ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details