ହାଇଦ୍ରାବାଦ: ମହାମାରୀ କୋରାନା ଭାଇରସ ଯୋଗୁଁ ବ୍ୟାଡମିଣ୍ଟନ ସମେତ ସମସ୍ତ କ୍ରୀଡା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ସେଥିପାଇଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ତେବେ ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି ।
BWFର କ୍ରୀଡା କ୍ୟାଲେଣ୍ଡର: ଭାରତୀୟ ସର୍ଟଲରଙ୍କ ସମାଲୋଚନା - ପାରୁପଲ୍ଲୀ କଶ୍ୟପ ସାଇପ୍ରଣୀତ
ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) 2020 ବର୍ଷର ପରିବର୍ତ୍ତିତ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଘୋଷଣା କରିଛି । ଏହି ପରିବର୍ତ୍ତିତ ସୂଚୀକୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସମାଲୋଚନା କରିଛନ୍ତି ।

BWFର କ୍ରୀଡା କ୍ୟାଲେଣ୍ଡର: ଭାରତୀୟ ସର୍ଟଲରଙ୍କ ସମାଲୋଚନା
ପୂର୍ବତନ ବ୍ୟାଡମିଣ୍ଟନ ବିଶ୍ବ ନଂ1 ତଥା ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାଇନା ନେହୱାଲ, ପାରୁପଲ୍ଲୀ କଶ୍ୟପ, ସାଇପ୍ରଣୀତ ଘୋଷିତ ସୂଚୀକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । କୋରୋନା ଭାଇରସ ସମୟରେ ବିମାନ କଟକଣା ରହିଛି । ଏହାସତ୍ତ୍ବେ 5ମାସରେ 22ଟି ଟୁର୍ଣ୍ଣାମେଣ୍ଟକୁ ନାପସନ୍ଦ କରିଛନ୍ତି ଭାରତୀୟ ଖେଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ