ନୂଆଦିଲ୍ଲୀ: ଆଗାମୀ ଜୁଲାଇ ମାାସ ସମସ୍ତ ପ୍ରକାର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ଏହି ନିଷ୍ପତି ନେଇଛି ।
ବାତିଲ ହୋଇଥିବା ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଅନ୍ତର୍ଜାତୀୟ, ଜୁନିୟର ଓ ପାରା ଟୁର୍ଣ୍ଣାମେଣ୍ଟ ମଧ୍ୟ ରହିଛି । ଏନେଇ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେବେ ଏହି ନିଷ୍ପତି ପରେ ଇଣ୍ଡୋନେସିଆ ଓପନ 2020(ସୁପର 1000) ଟୁର୍ଣ୍ଣାମେଣ୍ଟ ସର୍ବାଧିକ ପ୍ରଭାବିତ ହେବାକୁ ଯାଉଛି ।
ନଜର ପକାନ୍ତୁ ବାତିଲ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉପରେ...
ଗ୍ରେଡ 2 ଅନ୍ତର୍ଜାତୀୟ ଟୁର୍ଣ୍ଣମେଣ୍ଟ:
ଅଷ୍ଟ୍ରେଲିଆନ ଓପନ 2020(2-7 ଜୁନ)
ଥାଇଲାଣ୍ଡ ଓପନ 2020()9-14 ଜୁନ)
ଇଣ୍ଡୋନେସିଆ ଓପନ(16-21 ଜୁନ)
ରଷିଆନ ଓପନ 2020(7-12 ଜୁଲାଇ)
ଗ୍ରେଡ 3, ଜୁନିୟର ଓ ପାରା ବ୍ୟାଡମିଣ୍ଟନ: