ହାଇଦ୍ରାବାଦ: ଭାରତୀୟ ଟପ୍ ସଟଲର୍ ପିଭି ସିନ୍ଧୁ ଚଳିତ ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପରେ ବିଜୟ ଧାରା ବଜାୟ ରଖିଛନ୍ତି । ସେ ତାଙ୍କର ଚୀର ପ୍ରିତଦ୍ବନ୍ଦ୍ବୀ ଚାଇନିଜ୍ ତାଇପେଇର ପାଇ ୟୁ-ପୋଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠି ଛନ୍ତି ।
ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍: ତୃତୀୟ ରାଉଣ୍ଡରେ ସିନ୍ଧୁ - ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍
ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ 21-14, 21-15 ଗେମରେ ସିଧାସଳଖ ଭାବେ ୟୁ-ପୋଙ୍କୁ ପରାସ୍ତ କରିଛନ୍ତି ।
![ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍: ତୃତୀୟ ରାଉଣ୍ଡରେ ସିନ୍ଧୁ](https://etvbharatimages.akamaized.net/etvbharat/prod-images/768-512-4203107-thumbnail-3x2-cbac.jpg)
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ 21-14, 21-15 ଗେମରେ ସିଧାସଳଖ ଭାବେ ୟୁ-ପୋଙ୍କୁ ପରାସ୍ତ କରିଛନ୍ତି । ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ଏହି ମୁକାବିଲାକୁ ମାତ୍ର ୪୫ ମିନିଟରେ ଜିତି ନେଇଥିଲେ।