ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଭୁବନ୍ ବାମ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।
ରବିବାର ଭୁବନ୍ କହିଛନ୍ତି ଯେ, ମୁଁ କିଛି ଦିନ ହେବ ସୁସ୍ଥ ଅନୁଭବ କରୁନଥିଲି, ଯାହାପରେ ମୁଁ କୋରୋନା ଟେଷ୍ଟ କରିଥିଲି । ଯାହାର ରିପୋର୍ଟ ପଜିଟିଭ ଆସିଛି ଏବଂ ମୁଁ ଏହାକୁ ହାଲୁକା ଭାବେ ନେବାକୁ ଚାହୁଁ ନାହିଁ ।