ମୁମ୍ବାଇ: ଆଲିବାଗରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ହିରୋ ବରୁଣ ଧାଓ୍ବାନ। ନିଜ ପିଲାଦିନ ସାଙ୍ଗ ନତାଶାଙ୍କୁ କଲେ ସାତ ଜନମର ସାଥି।ବିବାହ ପରେ ଉଭୟ ନବବିବାହିତ ଦମ୍ପତ୍ତି ସମସ୍ତଙ୍କ ଆଗକୁ ଆସିବା ଫଟୋ ଉଠାଇଥିଲେ। ଏହି ପ୍ରାଇଭେଟ୍ ୱେଡିଂ ଆଲ୍ଲିବାଗର ମାନସନ ହାଉସ ରିଜୋର୍ଟରେ ଆୟୋଜନ କରାଯାଇଥିଲା।
ବର ବେଶରେ ବରୁଣ ଓ ସାଥୀରେ ସାଥୀ ନତାଶା, ଦେଖନ୍ତୁ ଫାଷ୍ଟ ଲୁକ୍... - ବର ବେଶରେ ବରୁଣ
ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ହିରୋ ବରୁଣ ଧାଓ୍ବାନ। ନିଜ ପିଲାଦିନ ସାଙ୍ଗ ନତାଶାଙ୍କୁ କଲେ ସାତ ଜନମର ସାଥି। ବରୁଣ ଧଓ୍ବାନ ଓ ନତାଶାଙ୍କ ବ୍ରାଇଡାଲ୍ ଲୁକ୍ ବେଶ୍ ଆକର୍ଷଣୀୟ ଥିଲା । ଅଧିକ ପଢନ୍ତୁ...

ବର ବେଶରେ ବରୁଣ ଓ ସାଥୀରେ ସାଥୀ ନତାଶା, ଦେଖନ୍ତୁ ଫାଷ୍ଟ ଲୁକ୍...
ବରୁଣ ଧଓ୍ବାନ ଓ ନତାଶାଙ୍କ ବ୍ରାଇଡାଲ୍ ଲୁକ୍ ବେଶ୍ ଆକର୍ଷଣୀୟ ଥିଲା ଆଲିବାଗରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ହିରୋ ବରୁଣ ଧାଓ୍ବାନ। ଏହି ବିବାହରେ ଉତ୍ସବରେ ଆସିଥିବା ଅତିଥିଙ୍କର କରାଯାଇଥିଲା କୋଭିଡ ଟେଷ୍ଟ।
ବର ବେଶରେ ବରୁଣ ଓ ସାଥୀରେ ସାଥୀ ନତାଶା, ଦେଖନ୍ତୁ ଫାଷ୍ଟ ଲୁକ୍...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ