ଓଡିଶା

odisha

ETV Bharat / sitara

17 ଦିନ ପରେ କୋରୋନା ଅନୁଭୂତି ଜଣାଇଲେ ରୁବିନା - ‘ବିଗବସ 14’ ବିଜେତା ରୁବିନା ଦିଲୈକଙ୍କ ନୂଆ ଭିଡିଓ

ଭାଇରାଲ ହେଉଛି ରୁବିନାଙ୍କ ୟୁଟ୍ୟୁବ ଭିଡିଓ । ଯାହାକୁ ସେୟାର କରି କୋରୋନା ଅନୁଭୂତି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ସେ । ଅଧିକ ପଢନ୍ତୁ...

17 ଦିନ ପରେ କୋରୋନା ଅନୁଭୂତି ଜଣାଇଲେ ରୁବିନା
17 ଦିନ ପରେ କୋରୋନା ଅନୁଭୂତି ଜଣାଇଲେ ରୁବିନା

By

Published : May 18, 2021, 3:19 PM IST

ମୁମ୍ବାଇ: ଗତ 1 ତାରିଖରେ ଟିଭିର ଫେମସ ଅଭିନେତ୍ରୀ ତଥା ‘ବିଗବସ 14’ ବିଜେତା ରୁବିନା ଦିଲୈକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଗତ 17 ଦିନରୁ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଇତିମଧ୍ୟରେ କୋରୋନା ଅନୁଭୂତି ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ନିଜ ଲକ୍ଷଣ ବିଷୟରେ ।

ସେ ସୋମବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ନିଜର ପୁରା ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ କୋରୋନା ଟେଷ୍ଟଠୁ ନେଇ ସେ ହୋମ କ୍ବାରେଣ୍ଟାଇନ ବିଷୟରେ ଜଣାଇଛନ୍ତି । ଏହାସହ ସେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଯୋଗ ମଧ୍ୟ କରିବା କଥା କହିଛନ୍ତି।

16 ମିନିଟ୍‌ର ଏହି ଭିଡିଓରେ ଅଭିନେତ୍ରୀ ‘ଜାନ୍ ହେ ତୋ ଜାହାଁ ହେ’ ଫ୍ୟାନ୍ସଙ୍କୁ ସାହାସ ଯୋଗାଇଛନ୍ତି । ଦେଖନ୍ତୁ ଭିଡିଓ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details