ଓଡିଶା

odisha

By

Published : Aug 21, 2020, 7:09 PM IST

ETV Bharat / sitara

ୱେବ୍ ସିରିଜ୍ 'ପ୍ରକାଶ ଦୁବେ କାନପୁର ୱାଲା' ଟ୍ରେଲର ଆଉଟ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଜୀବନୀ ଉପରେ ନିର୍ମିତ ୱେବ୍ ସିରିଜ୍ 'ପ୍ରକାଶ ଦୁବେ କାନପୁର ୱାଲା' ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହାର ଟ୍ରେଲର ମୁକ୍ତଲାଭ କରିସାରିଛି । ଅଧିକ ପଢନ୍ତୁ...

trailer of web series on gangster vikas dubey out
ୱେବ୍ ସିରିଜ୍ 'ପ୍ରକାଶ ଦୁବେ କାନପୁର ୱାଲା' ଟ୍ରେଲର ଆଉଟ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଜୀବନୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍ 'ପ୍ରକାଶ ଦୁବେ କାନପୁର ୱାଲା' ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଯାହା ଗୋଲଡେନ୍ ବର୍ଡ ପିକ୍ଚର୍ସ ଦ୍ୱାରା ନିର୍ମିତ ।

ୱେବ୍ ସିରିଜ୍ ର ଟ୍ରେଲର ରିଲିଜ୍ ହୋଇଯାଇଛି ।

ଗ୍ୟାଙ୍ଗଷ୍ଟର ବିକାଶଙ୍କ ଭୂମିକାରେ ଅଭିନେତା ପ୍ରମୋଦ ବିକ୍ରମ ସିଂ ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ଏହି ସିରିଜରେ ଅନ୍ୟ ଏକ ଗ୍ୟାଙ୍ଗଷ୍ଟର ଅମର ଦୁବେ ମଧ୍ୟ ଟ୍ରେଲରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଆକାଶ ସିଂ ଗହରୱାର ଏହି ୱେବ୍ ସିରିଜ୍ ର ନିର୍ଦ୍ଦେଶନା ଦେଇଛନ୍ତି ।

ABOUT THE AUTHOR

...view details