.ହାଇଦ୍ରାବାଦ: ଟେଲିଭିଜନ ନାୟିକା ଯିଏ ଥରେ ପରଦ ଉପରକୁ ଆସିଗଲା ବାସ ସେଇଠୁ ସେ ଫେମସ ହେଇଗଲା । ସେଥିମଧ୍ୟରୁ ଜଣେ ହେଲେ ସିରିଏଲ ଉତ୍ତରାୟଣର ତପସ୍ୟା ବା ରଶ୍ମି ଦେଶାଇ । ରଶ୍ମି ଆଜିକାଲି ବ୍ରାଇଡାଲ ଫଟୋସୁଟରେ ବ୍ୟସ୍ତି ରହୁଛନ୍ତି ।
ସମର୍ ବ୍ରାଇଡାଲ ଲୁକରେ ରଶ୍ମି ।

ଗ୍ରୀଷ୍ମ ଋତୁରେ ବ୍ରାଇଡ ମାନଙ୍କ ଲୁକ କେମିତି ହବା ଦରକାର ସେ ବିଷୟରେ ଏଥିରେ ସାଫ୍ ସାଫ୍ ଜଣାପଡୁଛି ।
ସ୍ୱାମୀ ନଂଦିଶ ସନ୍ଧୁଙ୍କ ଠାରୁ ଅଲଗା ହେବା ପରେ ଏମିତି ଲୁକ ଦେଖି ଲାଗୁଛି କି ସେ ପୁଣି ବାହ ହେବା ପାଇଁ ରେଡ୍ଡି ଅଛନ୍ତି ।
ରଶ୍ମି ଗୋଲ୍ଡେନ କଲର ଲେହେଙ୍ଗାରେ ଏକଦମ ସୁନା ଭଳି ଚମକୁଛନ୍ତି।