ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଶେଫାଲୀ ଜରିୱାଲା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ହଟ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।
ନିକଟରେ, ଶେଫାଲୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଫଟୋସୁଟ୍ ରୁ କିଛି ନୂଆ ହଟ ଫଟୋ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋ ଗୁଡ଼ିକରେ ଶେଫାଲୀ ଏକ ବ୍ଲାକ ବିକିନି ଟପ୍ ପିନ୍ଧି ବୋଲ୍ଡ ଅନ୍ଦାଜରେ ପୋଜ ଦେଉଥିବାର ନଜର ଆସିଛନ୍ତି । ଫଟୋଗୁଡିକରେ ପ୍ରଶଂସକମାନେ ତାଙ୍କର ସେକ୍ସୀ ବୋଲ୍ଡ ଅନ୍ଦାଜକୁ ବହୁତ ପସନ୍ଦ କରୁଛନ୍ତି ।