ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମି ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ବୋଲ୍ଡ ଫଟୋ ଦିୱାନା କରୁଛି ସମସ୍ତଙ୍କୁ । ତାଙ୍କର ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ତାଙ୍କର ବେଡରୁମ ଫଟୋସୁଟ୍ ର ଫଟୋ ।
ଏବେ ରଶ୍ମି ଇନଷ୍ଟାଗ୍ରାମରେ ତାଙ୍କ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ (Sleepwear) ସ୍ପିପଓ୍ବିୟର ପୋଷାକ ପିନ୍ଧି ବେଡ ରେ ପୋଜ୍ କରୁଥିବାର ନଜର ଆସିଛନ୍ତି । ରଶ୍ମିଙ୍କ ଏହି ବୋଲ୍ଡ ଅବତାର ଦେଖି ପ୍ରଶଂସକଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା ।