ଓଡିଶା

odisha

ETV Bharat / sitara

ମାହିରା-ପାରସଙ୍କ ମ୍ୟୁଜିକ୍ ଭିଡିଓ 'ରଙ୍ଗ ଲଗାୟା' ରିଲିଜ - rang-lageya-song-released

ଏବେ ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କ ନୂଆ ମ୍ୟୁଜିକ୍ 'ରଙ୍ଗ ଲଗାୟା' ରିଲିଜ୍ ହୋଇଯାଇଛି। । ଅଧିକ ପଢନ୍ତୁ...

rang-lageya-song-released-paras-chhabra-mahira-sharma-video-viral-on-internet
ମାହିରା-ପାରସଙ୍କ ମ୍ୟୁଜିକ୍ ଭିଡିଓ 'ରଙ୍ଗ ଲଗାୟା' ରିଲିଜ

By

Published : Mar 18, 2021, 10:21 PM IST

ନୂଆଦିଲ୍ଲୀ: ରିୟାଲିଟି ଶୋ ‘ବିଗବସ ସିଜନ 13’ର ପ୍ରତିଯୋଗୀ ରୂପେ ନଜର ଆସିଥିବା ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କୁ ଏବେ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଏକାଠି ଦେଖିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓର ନାଁ ହେଉଛି 'ରଙ୍ଗ ଲଗାୟା' ।

ବର୍ତ୍ତମାନ ମାହିରା ଏବଂ ପାରସଙ୍କ ନୂଆ ମ୍ୟୁଜିକ୍ ଭିଡିଓ 'ରଙ୍ଗ ଲଗାୟା' ରିଲିଜ୍ ହୋଇଯାଇଛି ।

ଉଭୟେ ଏହି ଗୀତଟିକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ସେମାନେ ଏହି ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଘୋଷଣା କରିଥିଲେ ।

ଏହି ଗୀତକୁ ରୋଚକ କୋହଲି ଏବଂ ମୋହିତ ଚୌହାନ ଗାଇଥିବାବେଳେ ଏହି ଗୀତର ଲିରିକ୍ସ କୁମାର ଲେଖିଛନ୍ତି ।

ପ୍ରକାଶ ଥାଉ ଯେ, ଏହି ଗୀତରେ ପାରସ ଏବଂ ମାହିରାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ABOUT THE AUTHOR

...view details