ଓଡିଶା

odisha

By

Published : Jul 17, 2021, 1:01 PM IST

ETV Bharat / sitara

ରିସେପସନ ଲୁକ୍ ସେୟାର କଲେ ରାହୁଲ-ଦିଶା

ଶୁକ୍ରବାର ସିଙ୍ଗର ରାହୁଲ ବୈଦ୍ୟ ଏବଂ ଟେଲି ଅଭିନେତ୍ରୀ ଦିଶା ପରମାର ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ସେନ୍ସେସନରେ ଥିବା ଏହି ହଟ୍ ଯୋଡି ଶନିବାର ସେମାନଙ୍କର ରିସେପସନ୍ ଲୁକ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା
ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା

ମୁମ୍ବାଇ: ରିସେପସନ୍ ଲୁକ୍ ସେୟାର କଲେ ରାହୁଲ ବୈଦ୍ୟ ଏବଂ ଦିଶା ପରମାର । ଶୁକ୍ରବାର ସିଙ୍ଗର ରାହୁଲ ବୈଦ୍ୟ ଏବଂ ଟେଲି ଅଭିନେତ୍ରୀ ଦିଶା ପରମାର ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ସେନ୍ସେସନରେ ଥିବା ଏହି ହଟ୍ ଯୋଡି ଶନିବାର ସେମାନଙ୍କର ରିସେପସନ୍ ଲୁକ୍ ସେୟାର କରିଛନ୍ତି ।

ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା

ରିସେପସନରେ ଦିଶା ଏକ ଲାଇଟ୍ କ୍ରିମ କଲର ଗାଉନ ପିନ୍ଧିଥିବା ବେଳେ ରାହୁଲ ଏକ ଅଫ୍ ହ୍ବାଇଟ୍ ବ୍ଲେଜର ଲୁକରେ ନଜର ଆସିଛନ୍ତି । ଯାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି । ତେବେ ଦୁହିଁଙ୍କ ରିସେପସନ ପାର୍ଟିରେ ଟେଲି ଜଗତ ବହୁ କଳାକାର ସାମିଲ ହୋଇଛନ୍ତି ।

ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା
ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା

ତେବେ ବିଗବସ୍-୧୪ ପ୍ରତିଯୋଗୀ ଥିବା ରାହୁଲ ଏବଂ ଅଭିନେତ୍ରୀ ଦିଶାଙ୍କ ଲଭଷ୍ଟୋରୀ ଏକ ମ୍ୟୁଜିକ ଭିଡିଓରୁ ଆରମ୍ଭ ହୋଇଥିଲା । ଯାହାର ହାପି ଏଣ୍ଡିଙ୍ଗ ଶୁକ୍ରବାର ହୋଇଛି । ଶୁକ୍ରବାର ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋରୋନା କାରଣରୁ ବିବାହରେ କେବଳ ଦୁହିଁଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା
ରିସେପସନ୍ ଲୁକ୍ ସେୟାର କଲେ ରାହୁଲ-ଦିଶା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details