ନୂଆଦିଲ୍ଲୀ: ଟିଭିରୁ ନେଇ ଓ୍ବେବ ସିରିଜରେ ଚହଳ ସୃଷ୍ଟି କରିଥିବା ନିଆ ଶର୍ମା ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ବୋଲ୍ଡ ଅବତାର ।
ନିକଟରେ, ନିଆ ତାଙ୍କର ନୂଆ ମ୍ୟୁଜିକ୍ ଆଲବମ୍ 'ତୁମ୍ ବେଓ୍ବଫା ହୋ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଆଲବମରେ ନିଆ ଅଭିନେତା ଅର୍ଜୁନ ବିଜଲାନୀଙ୍କ ସହ ନଜର ଆସିଛନ୍ତି ।
ଏବେ ନିଆ ତାଙ୍କର କିଛି ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି । ଏଠାରେ ଫଟୋ ଦେଖନ୍ତୁ ...