ନୂଆଦିଲ୍ଲୀ: ଟିଭିରୁ ନେଇ ଓ୍ବେବ ସିରିଜରେ ଚହଳ ସୃଷ୍ଟି କରିଥିବା ନିଆ ଶର୍ମା ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ବୋଲ୍ଡ ଅବତାର ।
ନିକଟରେ, ନିଆ ଧଳା ଜ୍ୟାକେଟ୍ ପିନ୍ଧି କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଏବେ ତାଙ୍କର ଏହି ଫଟୋକୁ କିଛି ଫ୍ୟାନ୍ସ ପ୍ରଶଂସା କରିଥିବାବେଳେ ଅନ୍ୟ କିଛି ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ନିଆଙ୍କର ଏହି ଫଟୋଗୁଡିକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ଏକ୍ସପୋଜର ଭଲ ନୁହେଁ ।