ଓଡିଶା

odisha

ETV Bharat / sitara

କନିକାଙ୍କ ପଞ୍ଚମଥର କୋରୋନା ଟେଷ୍ଟ ରିପୋର୍ଟ ବି ପଜେଟିଭ - COVID-19 positive for fifth time

କନିକା କପୁର, ଯିଏ ଆଶା କରିଥିଲେ ଯେ ତାଙ୍କର ପରବର୍ତ୍ତୀ COVID-19 ପରୀକ୍ଷା ନକାରାତ୍ମକ ହେବ,ପଞ୍ଚମ ଥର ପାଇଁ କନିକା କପୁରଙ୍କ କୋଭିଡ 19 ଟେଷ୍ଟ ମଧ୍ୟ ପଜିଟିଭ ଆସିଛି। ଅଧିକ ପଢନ୍ତୁ...

Kanika Kapoor tests COVID-19 positive for fifth time
କନିକାଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ କୋରୋନା ପଜେଟିଭ

By

Published : Mar 31, 2020, 6:18 PM IST

ମୁମ୍ବାଇ: ପଞ୍ଚମ ଥର ପାଇଁ ବଲିଉଡ ଗାୟିକା କନିକା କପୁର COVID-19 ଟେଷ୍ଟ ମଧ୍ୟ ସକାରାତ୍ମକ ବାହାରିଛି । ପ୍ରତି 48 ଘଣ୍ଟାରେ କୋରୋନା ଭାଇରସ ରୋଗୀଙ୍କ ଉପରେ ପରୀକ୍ଷା କରାଯାଏ ।

ସେ ବର୍ତ୍ତମାନ ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (SGPGIMS)ରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଖାନାର ପ୍ରଫେସର, ଆର.କେ ଧିମନ କହିଛନ୍ତି ଯେ, ଗାୟିକାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଚିନ୍ତା କରିବାର କୌଣସି କାରଣ ନାହିଁ।

ଏହାପୂର୍ବରୁ ଗାୟିକ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଭଲ ଅଛନ୍ତି ଏବଂ ଆଇସିୟୁରେ ଥିବା ଗୁଜବକୁ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details