ଓଡିଶା

odisha

ETV Bharat / sitara

କନିକାଙ୍କ ଚତୁର୍ଥ ଟେଷ୍ଟ ରିପୋର୍ଟ କୋରୋନା ପଜେଟିଭ - kanika kapoor update news

ଚତୁର୍ଥ ଥର ପାଇଁ କନିକା କପୁରଙ୍କ କୋଭିଡ 19 ଟେଷ୍ଟ ମଧ୍ୟ ସକରାତ୍ମକ ବାହାରିଛି । କନିକା ମାର୍ଚ୍ଚ 9ରେ ଲଣ୍ଡନରୁ ଫେରି କାନପୁରରୁ ଲକ୍ଷ୍ନୌ । ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା । ଆହୁରି ପଢନ୍ତୁ...

kanika kapoor tests coronavirus positive for fourth time
କନିକାଙ୍କ ଚତୁର୍ଥ ଥର ପାଇଁ ମଧ୍ୟ ବାହାରିଲା କରୋନା ପଜିଟିଭ

By

Published : Mar 30, 2020, 3:44 PM IST

ଲକ୍ଷ୍ନୌ : ବଲିଉଡ ଗାୟିକ କନିକା କପୁରଙ୍କ କରୋନା ଭାଇରସ ପରୀକ୍ଷା ଚତୁର୍ଥଥର ମଧ୍ୟ ସକରାତ୍ମକ ବାହାରିଛି । ଯେଉଁଥିପାଇଁ ତାଙ୍କ ପରିବାର ଲୋକ ବର୍ତ୍ତମାନ ଚିନ୍ତିତ ଅଛନ୍ତି।

କନିକାଙ୍କ କୋରୋନା ପରୀକ୍ଷା ପଜିଟିଭ ହେବା ପରେ ତାଙ୍କୁ ମାର୍ଚ୍ଚ 20ରେ ସହରର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମାର୍ଚ୍ଚ9 ରେ କନିକା ଲଣ୍ଡନରୁ ଫେରିଥିଲେ,ଏହା ପରେ ସେ କାନପୁରରୁ ଲକ୍ଷ୍ନୌ ମଧ୍ୟ ଯାତ୍ରା କରିଥିଲେ । ଯେଉଁଥି ପାଇଁ ତାଙ୍କର ଏପରି ବ୍ୟବହାରରେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା ।

ଏହି ପରିସ୍ଥିତିରେ ମେଡିକାଲର ଜଣେ ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଚିକିସା ପାଇଁ ବାହାରକୁ ପଠେଇପାରିବୁ ନାହିଁ। ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି । ତାଙ୍କ ଆରୋଗ୍ୟ ପାଇଁ ଆମେ କେବଳ ପ୍ରାର୍ଥନା କରିପାରିବା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details