ମୁମ୍ବାଇ: ଛୋଟ ପରଦାର କପଲ ହିତେନ ତେଜୱାନୀ ଓ ତାଙ୍କ ପତ୍ନୀ ଗୌରୀ ପ୍ରଧାନ ଫେମସ ରୋମାଣ୍ଟିକ କପଲ୍ସଙ୍କ ମଧ୍ୟରେ ଅନ୍ୟତମ । ଦୁଇଜଣ ଫ୍ୟାନ୍ସଙ୍କୁ ସବୁବେଳେ କପଲ ଗୋଲ୍ସ ମଧ୍ୟ ଦିଅନ୍ତି । ଦୁଇଜଣଙ୍କ ମଧ୍ୟରେ ବଣ୍ଡିଂ ଏବଂ କେମେଷ୍ଟ୍ରି ଜବରଦସ୍ତ । ହିତେନ 2004 ଏପ୍ରିଲ 29ରେ ଗୌରୀଙ୍କୁ ବିବାହ କରିଥିଲେ । ତେବେ ଠାରୁ ଏଯାବତ ଦୁଇଜଣ ହାପ୍ପି ମ୍ୟାରେଡ ଲାଇଫ ବିତାଉଛନ୍ତି ।
ଗୌରୀ ଆଜି ନିଜର 42ତମ ଜନ୍ମଦିନ ପାଳନ କରିବାରେ ଖୁବ୍ ବ୍ୟସ୍ତ । ପତ୍ନୀଙ୍କ ବର୍ଥଡେକୁ ଖାସ୍ କରିବାକୁ ଯାଇ ହିତେଶନ ଭିନ୍ନ ଅନ୍ଦାଜରେ ତାଙ୍କୁ ବର୍ଥଡେ ୱିଶ କରିଛନ୍ତି ।