ଓଡିଶା

odisha

ETV Bharat / sitara

କସୌଟିରେ କରନଙ୍କ ଫାଷ୍ଟ ଲୁକ ଆଉଟ - kashoti zindegi ki

ସାମ୍ନାକୁ ଆସିଛି କରନ ସିଂହ ଗ୍ରୋଭରଙ୍କ ମିଷ୍ଟର ବଜାଜ ଲୁକ । ‘କସୌଟି ଜିନ୍ଦେଗୀ କି-2’ରେ ନଜର ଆସିବେ କରନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/monkeylove_fc

By

Published : Jun 9, 2019, 12:01 PM IST

ହାଇଦ୍ରାବାଦ: ଏକତା କପୁରଙ୍କ ପପୁଲାର ସିରିଏଲ ‘କସୌଟି ଜିନ୍ଦେଗୀ କି-2’ରେ ଅନୁରାଗ ଓ ପ୍ରେରଣାଙ୍କ ପ୍ରେମ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । କମୋଲିକାର ଚରିତ୍ର ଶୋ'ରେ ଅଧିକ ପପୁଲାରିଟି ଆଣିଦେଇଥିଲା । ସବୁବେଳେ ଟ୍ବିଷ୍ଟ ଏନ ଟର୍ଣ୍ଣ ଆଣୁଥିବା ଶୋରେ ଏବେ ନୁଆ ଚରିତ୍ରର ଖୁବ ଶୀଘ୍ର ଏଣ୍ଟ୍ରି ହବାକୁ ଯାଉଛି ଓ ସେ ଅନ୍ୟ କେହି ନୁହେଁ ବରଂ କରନ ସିଂ ଗ୍ରୋଭର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/monkeylove_fc

ତେବେ କସୌଟି ସେଟରୁ କରନଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ପ୍ରଥମ ସିଜିନରେ ଅଭିନେତା ରୋନିତ ରୟ ମିଷ୍ଟର ବଜାଜର ଚରିତ୍ରରେ ନଜର ଆସିଥିଲେ ମାତ୍ର ଦ୍ବିତୀୟ ସିଜିନରେ କରନ ସିଂ ଗ୍ରୋଭର ମିଷ୍ଟର ବଜାଜଙ୍କ ଚରିତ୍ର କରିପାରନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ମିଷ୍ଟର ବଜାଜଙ୍କ ଗେଟଅପରେ କରନଙ୍କ ଲୁକ ଦେଖିବାକୁ ମିଳିଛି ।

ପ୍ରକାଶଥାଉକି, କରନ କସୌଟିର ସୁଟିଂ କିଛି ଦିନ ହେବ ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ଏହାର ପ୍ରୋମ ସାମ୍ନାକୁ ଆସିବ । ଏହି ସରିଏଲ ଜରିଆରେ କରନ ପୁଣି ଟେଲିଭିଜନ ଦୁନିଆକୁ ପ୍ରବେଶ କରିବେ । ଶେଷ ଥର ପାଇଁ ‘କୁବୁଲ ହେ’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସେ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ।

ABOUT THE AUTHOR

...view details