ଓଡିଶା

odisha

ETV Bharat / sitara

ବିଗବସ ପାଇଁ ଦଲଜିତ୍ କୌରଙ୍କୁ ଲାଗିଗଲା 4 ବର୍ଷ - daljeet kaur took 4 years to participate in bigboss

ବିଗବସରେ ପ୍ରତିଯୋଗୀ ଭାବରେ ନଜର ଆସିଛନ୍ତି ଟେଲିଭିଜନ ଅଭିନେତ୍ରୀ ଦଲଜିତ୍ କୌର । ଶୋ'କୁ ଆସିବ ପାଇଁ ଦଲଜିତଙ୍କୁ ଲାଗିଥିଲା 4 ବର୍ଷ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Oct 1, 2019, 2:25 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଗବସର 13ତମ ସିଜିନ୍ । ଧିରେ ଧିରେ ପ୍ରତିଯୋଗୀଙ୍କର ରାଜ ଖୋଲିବାରେ ଲାଗିଛି । ଟେଲିଭିଜନରୁ ବିରତି ନେଇଥିବା ଦଲଜିତ୍ କୌର ନିକଟରେ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ । ବର୍ତ୍ତମାନ ବିଗବସ-13ରେ ନଜର ଆସିଛନ୍ତି ଦଲଜିତ୍ ।

ଏହି ଶୋ'କୁ ଆସିବା ପାଇଁ ଦଲଜିତଙ୍କୁ 4 ବର୍ଷ ସମୟ ଲାଗିଥିଲା । ତେବେ ଏହାର କାରଣ ଉତ୍ସୁକତା ନୁହେଁ ବରଂ ଡର । ଚାରି ବର୍ଷର ଡର ପରେ ଶେଷରେ ଶୋ'କୁ ଆସିବାକୁ ରାଜି ହୋଇଥିଲେ ସେ । ନିଜକୁ ମାନସିକ ଭାବେ ଷ୍ଟ୍ରଙ୍ଗ୍ କରିବା ପରେ ଦିଲଜିତ୍, ବିଗବସକୁ ଆସିଥିଲେ ।

ABOUT THE AUTHOR

...view details