କୋଚି: ରାଜ୍ୟରେ ଅଧିକ ସଂଖ୍ୟକ କୋରୋନା ଭାଇରସ ମାମଲା ସାମନାକୁ ଆସିଛି । ଏଥିପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ କେରଳର ସମସ୍ତ ସିନେମା ହଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଥିଏଟର ଆସୋସିଏସନ୍ ।
କୋରୋନା ଭୟ: ମାର୍ଚ୍ଚ 31 ଯାଏଁ ସିନେମା ହଲ ବନ୍ଦ - Coronavirus scare: Theatres in Kerala to shut down in March
କୋରାନା ଭୟରେ ମାର୍ଚ୍ଚ 31 ଯାଏଁ ବନ୍ଦ ରହିବ କେରଳର ସମସ୍ତ ସିନେମା ହଲ । ସେହିପରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ସରକାର। ଆହୁରି ପଢନ୍ତୁ...

କରୋନା ଭାଇରସ ଭୟ : ମାର୍ଚ୍ଚରେ କେରଳର ପ୍ରେକ୍ଷାଳୟ ବନ୍ଦ ହେବ
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ ପ୍ରେକ୍ଷାଳୟ ବନ୍ଦ କରିବାକୁ ଅନୁରୋଧ କରିବାପରେ ଏହାକୁ ମାନି ନେଇଛି ଥିଏଟର ସଂଘ । କେବଳ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ନୁହେଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।