ନାଗିନ-3ରେ ନୂଆ ଟ୍ବିଷ୍ଟ - bela
ନାଗିନ-3ରେ ନୂଆ ଟ୍ବିଷ୍ଟ । ବେଲା ଓ ମାହିରଙ୍କ ହେବ ମୃତ୍ୟୁ । ଶୋ'ରେ ହେବ 24 ବର୍ଷର ଲିପ୍ । ପୁର୍ନ ଜନ୍ମରେ ଆସିବେ ମୌନି ରୟ!
ଫାଇଲ ଫଟୋ
ହାଇଦ୍ରାବାଦ: ଟିଭି ଦୁନିଆର ପପୁଲାର ଶୋ' ଭିତରେ ନାଗିନ-3 ବେଶ୍ ପରିଚିତ । ଏଥିରେ ଆସିବାକୁ ଯାଉଛି ଏକ ନୂଆ ଟ୍ବିଷ୍ଟ । ବର୍ତ୍ତମାନ ଶୋ'ର ଫାଇନାଲ ଆସିଗଲାଣି । ବହୁତ ଜଲଦି ଶୋ' ସରିଯିବ । ସେଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଗଲାଣି । ଶୋ'ରେ ମୁଖ୍ୟ ଚରିତ୍ରରେ ଥିବା ବେଲା ଓ ମାହିରଙ୍କୁ ବହୁତ ଜଲଦି ତାମସି ମାରିଦେବାର ଦେଖାଯିବ ।