ଓଡିଶା

odisha

ETV Bharat / sitara

ଡାକ୍ତରଖାନାରେ ଭର୍ତ୍ତି ହେଲେ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର - ଡାକ୍ତରଖାନାରେ ଭର୍ତ୍ତି ହେଲେ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର

ରକ୍ତଚାପ ହ୍ରାସ କାରଣରୁ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କୁ ଦକ୍ଷିଣ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

veteran-bengali-singer-nirmala-mishra-hospitalized-after-she-complains-of-uneasiness
ଡାକ୍ତରଖାନାରେ ଭର୍ତ୍ତି ହେଲେ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର

By

Published : Dec 27, 2020, 6:26 PM IST

କୋଲକାତା: ଫେମସ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କ ରକ୍ତଚାପ ହ୍ରାସ କାରଣରୁ ତାଙ୍କୁ ଦକ୍ଷିଣ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି । ନିର୍ମଳା ବୃଦ୍ଧାବସ୍ଥା ସମ୍ବନ୍ଧୀୟ ରୋଗରେ ପୀଡିତ ।

ଅଧିକାରୀ କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବା ପରେ 79 ବର୍ଷିୟା ଗାୟିକାଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ଆଜି ତାଙ୍କର କୋଭିଡ -19 ଟେଷ୍ଟ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details