ଲସ୍ ଆଞ୍ଜେଲସ୍: ଏବେ ହଲିଉଡର ଜଣାଶୁଣା ଗାୟିକା -ଗୀତିକାର ଅଶାନ୍ତୀ ଏବଂ ତାଙ୍କ ପିତାମାତା କୋରୋନାରୁ ମୁକ୍ତ ହୋଇ ସୁସ୍ଥ ଅଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
40 ବର୍ଷ ବୟସର ଗାୟିକା 'ଫୁଲିଶ୍' ଏବଂ 'ହାପି' ଭଳି ଗୀତ ପାଇଁ ଫେମସ ।
ଶନିବାର ଦିନ ଅଶାନ୍ତୀ ନିଜ ସ୍ବାସ୍ଥ୍ୟ ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।