ମୁମ୍ବାଇ: ସେକ୍ରେଡ୍ ଗେମ୍ସ ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ ଅଭିନେତା ଜିମି ଶେରଗିଲଙ୍କ ସହ ଏକ ପ୍ରୋଜେକ୍ଟ କରିଛନ୍ତି, ଯାହାକୁ ନେଇ ସେ ଅତ୍ୟନ୍ତ ଖୁସି ।
ଏହି ଆଖ୍ୟାବିହୀନ ଚଳଚ୍ଚିତ୍ରଟି ଡନିୟେଶ ଜୋଟିଂ ଦ୍ବାରା ଅଭିନୀତ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।
ରାଜଶ୍ରୀ କହିଛନ୍ତି ଯେ, "ଏହା ଅତ୍ୟନ୍ତ ଚତ୍ମକାର ପ୍ରୋଜେକ୍ଟ । ଜିମିଙ୍କ ସହ କାମ କରି ପ୍ରକୃତରେ ବହୁତ ଉପଭୋଗ କରିଥିଲି । ମୁଁ ଏହି ପ୍ରୋଜେକ୍ଟରେ କାମ କରି ବହୁତ ଖୁସି ଅନୁଭବ କରୁଛି ।