ଓଡିଶା

odisha

ETV Bharat / sitara

‘ଦରବାର’ର ସଫଳତା ପାଇଁ ରଜନୀକାନ୍ତଙ୍କ ଫ୍ୟାନ୍ସ କଲେ ସ୍ବତନ୍ତ୍ର ପୂଜା - Rajinikanth Fans special prayer for 'Darbar' victory

‘ଦରବାର’ର ସଫଳତା ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସ କଲେ ସ୍ବତନ୍ତ୍ର ପୂଜା । ତାମିଲନାଡୁର ମଦୁରାଇ ଫ୍ୟାନ ବିଭିନ୍ନ ପ୍ରଣାଳୀରେ କରିଛନ୍ତି ସ୍ବତନ୍ତ୍ର ପ୍ରାର୍ଥନା । ଆଗକୁ ପଢନ୍ତୁ...

Rajinikanth Fans special prayer
ଥଲାଇଭା ଫ୍ୟାନ୍ସଙ୍କ ସ୍ବତନ୍ତ୍ର ପୂଜା

By

Published : Jan 9, 2020, 8:42 PM IST

ଚେନ୍ନାଇ:‘ଦରବାର’ର ସଫଳତା ପାଇଁ ସୁପରଷ୍ଟାର ରଜନୀକାନ୍ତ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା । ବିଶ୍ବର ପ୍ରାୟ 7 ହଜାର ସିନେମା ହଲରେ ମୁକ୍ତିଲାଭ କରିବ ଏହି ମୁଭି । ଫିଲ୍ମର ସଫଳତା ପାଇଁ ତାମିଲନାଡୁ ମଦୁରାଇର ଫ୍ୟାନ୍ସ ବିଭିନ୍ନ ପ୍ରଣାଳୀରେ କରିଛନ୍ତି ସ୍ବତନ୍ତ୍ର ପ୍ରାର୍ଥନା ।

ଥଲାଇଭା ଫ୍ୟାନ୍ସଙ୍କ ସ୍ବତନ୍ତ୍ର ପୂଜା

ତିରୁପରାକୁଣ୍ଡ୍ରମ ଫ୍ୟାନ ଆସୋସିଏସନର କର୍ମୀମାନେ କରିଛନ୍ତି ଏହି ପୂଜା । ଜୟମଣି ନାମକ ଜଣେ ଫ୍ୟାନ ନିଜ ମୁହଁରେ ତ୍ରୀଶୂଳ ଫୋଡି ତିରୁପରାକୁଣ୍ଡ୍ରମ ମନ୍ଦିର ସାମନାରେ ଚାଲିଛନ୍ତି । ଗତବର୍ଷ ରଜନୀକାନ୍ତଙ୍କ ପେଟା ଫିଲ୍ମର ସଫଳତା ପାଇଁ ଫ୍ୟାନମାନେ ଏପରି ସ୍ବତନ୍ତ୍ର ପୂଜା କରିଥିଲେ ।

ABOUT THE AUTHOR

...view details