ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ । ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଫିଲ୍ମ ‘ବାହୁବଳୀ’ର ଅପାର ସଫଳତା ପରେ ଗତବର୍ଷ ତାଙ୍କର ହିନ୍ଦୀ ଡେବ୍ୟୁ ଫିଲ୍ମ ‘ସାହୋ’ ମଧ୍ୟ ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଆଉ ଏଥିପାଇଁ ଏବେ ତାଙ୍କୁ ଆୱାର୍ଡ ମଧ୍ୟ ମିଳିଛି ।
ବଲିଉଡରେ ଡେବ୍ୟୁ ନେଇ ଆୱାର୍ଡ ହାତେଇଲେ ପ୍ରଭାସ - ପ୍ରଭାସ
‘ବଲିଉଡ ବିଜନେସ୍ ଆୱାର୍ଡ’ରେ ସାହୋ ପାଇଁ ପ୍ରଭାସଙ୍କୁ ବୁଠାରୁ ଅଧିକ ବ୍ୟବସାୟ କରିଥିବା ପୁରୁଷ ଡେବ୍ୟୁରେ ଏହି ପୁରସ୍କାର ମିଳିଛି ।
![ବଲିଉଡରେ ଡେବ୍ୟୁ ନେଇ ଆୱାର୍ଡ ହାତେଇଲେ ପ୍ରଭାସ ବଲିଉଡରେ ଡେବ୍ୟୁ ନେଇ ଆୱାର୍ଡ ହାତେଇଲେ ପ୍ରଭାସ](https://etvbharatimages.akamaized.net/etvbharat/prod-images/768-512-6105208-425-6105208-1581954413738.jpg)
ବଲିଉଡରେ ଡେବ୍ୟୁ ନେଇ ଆୱାର୍ଡ ହାତେଇଲେ ପ୍ରଭାସ
‘ବଲିଉଡ ବିଜନେସ୍ ଆୱାର୍ଡ’ରେ ସାହୋ ପାଇଁ ତାଙ୍କୁ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ପୁରୁଷ ଡେବ୍ୟୁରେ ଏହି ପୁରସ୍କାର ମିଳିଛି ।
ଏଠାରେ ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ 27ରେ ସାହୋ ଜାପାନରେ ମଧ୍ୟ ଲିଜ ହୋଇଥିଲା ।