ଓସ୍କାର 2020: ଶ୍ରେଷ୍ଠ ଫିଲ୍ମ ‘ପାରାସାଇଟ’, ଶ୍ରେଷ୍ଠ ଅଭିନେତା ଜାକିନ ଫୋନିକ୍ସ - ବେଷ୍ଟ ଆନିମେଟିଡ ଫିଲ୍ମ ଟୟ ଷ୍ଟୋରି 4
ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଫିଲ୍ମ ଆୱାର୍ଡ ତଥା 92ତମ ଓସ୍କାର ଆୱାର୍ଡର ଆୟୋଜନ ଆମେରିକାର ଲସ ଆଞ୍ଜେଲସରେ ସ୍ଥିତ ଡଲବି ଥିୟଟରରେ ଆୟୋଜିତ ହୋଇଯାଇଛି । ଏହି ଇଭେଣ୍ଟରେ 2019ରେ ରିଲିଜ ହୋଇଥିବା ଅନେକ ଫିଲ୍ମକୁ ନୋମିନେସନ ଆଧାରରେ ଆୱାର୍ଡ ଦିଆଯାଇଛି ।
ଡିଜାଇନ ଫଟୋ
ମୁମ୍ବାଇ: ଫିଲ୍ମ ଦୁନିଆରେ ଆଜି ସମସ୍ତଙ୍କ ନଜର ଓସ୍କାର ବିଜେତାଙ୍କ ନାମ ଉପରେ ଅଟିକି ଯାଇଛି । ଗତ ରାତିରେ ଆୟୋଜିତ ହୋଇଯାଇଛି 92ତମ ଏକାମେଡି ଆୱାର୍ଡ୍ସ 2020 । ଆଉ ସାମ୍ନାକୁ ଆସିଯାଇଛି ବିଜେତା ତାଲିକା। ଯେଉଁଠାରେ ଜୋକିନ ଫିନିକ୍ସଙ୍କୁ ‘ଜୋକର’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି । ସେହିଠାରେ ‘ପାରାସାଇଟ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି । ତେବେ ଆସନ୍ତୁ ନଜର ପକାଇବା ବିଜେତା ତାଲିକା ଉପରେ...
- ବେଷ୍ଟ ଆକ୍ଟର-ଜୋକିନ ଫୋନିକ୍ସ(ଜୋକର)
- ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ-(ପାରାସାଇଟ)
- ବେଷ୍ଟ ଓରିଜିନାଲ ସ୍କୋର-(ଜୋକର)
- ବେଷ୍ଟ ଓରିଜିନାଲ ସଙ୍ଗ-‘ଆୟ ଏମ ଗୋନା ଲଭ ମି ଅଗେନ’(ରକେଟମ୍ୟାନ)
- ବେଷ୍ଟ ଡାଇରେକ୍ଟର- ୱାଗ୍ନ ଜୁନ ହୋ(ପାରାସାଇଟ)
- ବେଷ୍ଟ ଆକ୍ଟର- ସୋପର୍ଟିଂ ରୋଲ- ବ୍ରାଡ ପିଟ
- ବେଷ୍ଟ ଆନିମେଟିଡ ଫିଲ୍ମ- (ଟୟ ଷ୍ଟୋରି 4)
- ବେଷ୍ଟ ଆନିମେଟିଡ ସଟ ଫିଲ୍ମ-(ହେୟାର ଲଭ)
- ବେଷ୍ଟ ଓରିଜିନାଲ ସ୍କ୍ରିନପ୍ଲେ-(ପାରାସାଇଟ)
- ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ- (ଜୋଜ ରାବିଟ)
- ବେଷ୍ଟ ଫିଲ୍ମ- (ପାରାସାଇଟ)
- ବେଷ୍ଟ ଲାଇଭ ଆକ୍ସନ ସଟ ଫଇଲ୍ମ- (ଦ ନେବର୍ସ ୱିଣ୍ଡୋ)
- ବେଷ୍ଟ ଡକ୍ୟୁମେଣ୍ଟ୍ରି ଫିଚର- (ଆମେରିକାନ ଫ୍ୟାକ୍ଟ୍ରି)
- ବେଷ୍ଟ ଡକ୍ୟୁମେଣ୍ଟ୍ରି- ସଟ ସବଜେକ୍ଟ- ‘ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ ଏ ୱାରଜୋନ’(ଇମ ୟୁ ଆର ଏ ଗାର୍ଲ)
- ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ- ଲାରା ଡର୍ଣ୍ଣ
- ବେଷ୍ଟ ସାଉଣ୍ଡ ଏଡିଟିଂ- ଡୋନାଲ୍ଡ ସିଲଭେଷ୍ଟର(ଫୋର୍ଡ ଭସେସ ଫରାରୀ)
- ବେଷ୍ଟ ଆକ୍ଟ୍ରେସ- ରିନି ଜଲଭେଗର
- ବେଷ୍ଟ ସାଉଣ୍ଡ ମିକ୍ସିଂ-(1917)
- ବେଷ୍ଟ ସିନେମେଟୋଗ୍ରାଫି-‘1917’(ରଜର ଡିକିନ୍ସ)
- ବେଷ୍ଟ ଫିଲ୍ମ ଏଡିଟିଂ- ‘ଫୋର୍ଡ ଭସେସ ଫରାରୀ’(ମାଇକଲ ମ୍ୟାକସ୍କର ଓ ଏଣ୍ଡ୍ରୟୁ ବକଲ୍ୟାଣ୍ଡ)
- ବେଷ୍ଟ ଭିଜୁଆଲ ଇଫେକ୍ଟସ- ‘1917’
- ବେଷ୍ଟ ମେକଅପ ଓ ହେୟାରଷ୍ଟାଇଲ-ବମ୍ବସୋଲ(କାଜୁ ହିରୋ, ଏନେ ମାର୍ଗନ, ବିବିୟୟ ବେକର)
Last Updated : Feb 10, 2020, 1:50 PM IST