ଓଡିଶା

odisha

ETV Bharat / sitara

ଖୋଲିଲା ଶ୍ରୀୟା ସ୍ୱାତୀ ହଲ: ଡଲବି ଡିଜିଟାଲ ସାଉଣ୍ଡରେ 2ଟି ଫିଲ୍ମ ରିଲିଜ୍ - କୋଭିଡ କଟକଣା କୋହଳ

କୋଭିଡ କଟକଣା କୋହଳ ପରେ ଖୋଲିଲା ଭୁବନେଶ୍ବର ଶ୍ରୀୟା ସ୍ୱାତୀ ହଲ । ଏଥର ନୂଆ ରୂପରେ ଶ୍ରୀୟା ସ୍ୱାତୀ ସିନେମା ହଲ୍ ଖୋଲିଥିବାବେଳେ ମଲଟିପ୍ଲେକ୍ସ ମଜା ନେବେ ଦର୍ଶକ । ଅଧିକ ପଢନ୍ତୁ...

Open sreya Swati hall after covid guidelines relaxtaion
କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ

By

Published : Mar 11, 2021, 10:12 PM IST

ଭୁବନେଶ୍ବର: କୋଭିଡ କଟକଣା କୋହଳ ପରେ ଖୋଲିଲା ଭୁବନେଶ୍ବର ଶ୍ରୀୟା ସ୍ୱାତୀ ହଲ । ଏଥର ନୂଆ ରୂପରେ ଶ୍ରୀୟା ସ୍ୱାତୀ ସିନେମା ହଲ୍ ଖୋଲିଥିବାବେଳେ ମଲଟିପ୍ଲେକ୍ସ ମଜା ନେବେ ଦର୍ଶକ । ଡଲବି ଡିଜିଟାଲ ସାଙ୍ଗକୁ ଆରାମଦାୟକ ଚେୟାର ସହ ନୂଆ ରୂପରେ ହଲର ମଜା ଉଠାଇବେ ଦର୍ଶକ ।

କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ

ଅତ୍ୟାଧୁନିକ ଡିଜାଇନ ସହ ହଲର ସ୍ୱଚ୍ଛତା ଦର୍ଶକଙ୍କୁ ବେଶ ଆକଷର୍ଣୀୟ କରିବ । ଗୁରୁବାର ହଲର ନବକଳେବର ଅବସରରେ ଅଭିନେତା ଶ୍ରୀତମ ଦାସ ଓ ଅଭିନେତ୍ରୀ ଶୀତଲ ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ । ପ୍ରଥମ ଦିନରେ ବଲିଉଡ଼ ଫିଲ୍ମ 'ରୁହି' ଓ ଓଲିଉଡ ଫିଲ୍ମ 'ତାଣ୍ଡବ' ରିଲିଜ ହୋଇଥିଲା ।

କୋଭିଡ କଟକଣା କୋହଳ ପରେ ନବକଳେବର ସହ ଖୋଲିଲା ଶ୍ରୀୟା ସ୍ୱାତୀ ହଲ

ସିନେମା ଦେଖିବା ପାଇଁ ତିନୋଟି ଶୋ' ସମୟ ରହିଥିବାବେଳେ ଲୋକଙ୍କୁ ସୁହାଇଲା ଭଳି ଅଲଗା ଅଲଗା ଦର ରହିଥିବା କହିଛନ୍ତି ହଲ ମାଲିକ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details