ଭୁବନେଶ୍ବର: ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର । ବୁଧବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର ସୂଚନା ଅନୁଯାୟୀ, ଗତ ମେ 10ରେ ତପୁ ମିଶ୍ରଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଏହାପରେ ସେ ହୋମ ଆଇସୋଲେସନରେ ଥିଲେ ।
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର ହଠାତ୍ ବୁଧବାର ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ