ଓଡିଶା

odisha

ETV Bharat / sitara

ମକରରେ ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’ - ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’

ସାରାରାଜ୍ୟରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ପ୍ରେମ ଭିତ୍ତିକ ଫିଲ୍ମ ‘କୁଇନ’ । ଏହି ଫିଲ୍ମରେ ନବାଗତ ହିରୋ ଜୟଜିତଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଅଧିକ ପଢନ୍ତୁ...

ollywood film Queen released in odisha
ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’

By

Published : Jan 15, 2020, 5:26 PM IST

କଟକ: ସାରାରାଜ୍ୟରେ ମୁକ୍ତିଲାଭ କରିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ପ୍ରେମ ଭିତ୍ତିକ ଫିଲ୍ମ ‘କୁଇନ’ । ଏହି ଫିଲ୍ମରେ ନବାଗତ ହିରୋ ଜୟଜିତଙ୍କ ସହ ଓଲିଉଡ ଷ୍ଟାର ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।

ରିଲିଜ ହେଲା ଓଡିଆ ଫିଲ୍ମ ‘କୁଇନ୍’
ଏହି ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ପାରିବାରିକ ଓ ପ୍ରେମ ଭିତ୍ତିକ ଉପରେ ଆଧାରିତ ହୋଇଛି । ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ତେବେ ଏହି ଫିଲ୍ମ ଓଡିଶା ବାସୀଙ୍କ ଦ୍ଵାରା ବେଶ ଆଦୃତ ହେବା ନେଇ ଆଶା ରଖିଛନ୍ତି ‘କୁଇନ’ ଟିମ୍ । ଏହାସହିତ ଏହି ଫିଲ୍ମରେ ରହିଛି ଶ୍ରେଷ୍ଠ ଡାଏଲୋଗ, ମଳୟ ମିଶ୍ରଙ୍କ ଗୀତ ସଂଯୋଜନା ଯାହା ଦର୍ଶକଙ୍କୁ ବେଶ ଖୁସି ଦେଇଛି । ତେବେ କଟକରେ ଥିବା ବୃନ୍ଦାବନ ହଲରେ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details