ଭୁବନେଶ୍ବର: ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ (CIFEJ) 2022 ପାଇଁ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଫିଲ୍ମ ଫର ଚିଲ୍ଡ୍ରେନ୍ ଆଣ୍ତ ୟଙ୍ଗ ପିପୁଲର ସଭାପତି ଭାବରେ ଚୟନ କରାଯାଇଛି । ସେ ବାଲାଙ୍ଗୀର ଜିଲ୍ଲା ଟିଟିଲାଗରର ବାସିନ୍ଦା ।
CIFEJ ସଭାପତି ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର - odisha-born-film-promoter-jitendra
ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ (CIFEJ) 2022 ପାଇଁ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଫିଲ୍ମ ଫର ଚିଲ୍ଡ୍ରେନ ଆଣ୍ତ ୟଙ୍ଗ ପିପୁଲର ସଭାପତି ଭାବରେ ଚୟନ କରାଯାଇଛି । ଅଧିକ ପଢନ୍ତୁ...
CIFEJ ସଭାପତି ଭାବରେ ନିଯୁକ୍ତ ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର
1955 ରେ UNESCO ଦ୍ବାରା CIFEJ ଗଠନ କରାଯାଇଥିଲା ।
ଜିତେନ୍ଦ୍ର କହିଛନ୍ତି ଯେ, ଏହା ଅତ୍ୟନ୍ତ ଗୌରବର ବିଷୟ । ସେମାନଙ୍କର ସମର୍ଥନ, ବିଶ୍ବାସ, ଆତ୍ମବିଶ୍ବାସ ଏବଂ ମତେ ଏହି ପଦ ପାଇଁ ମନୋନୀତ କରିଥିବାରୁ ମୁଁ ସ୍ମାଇଲର ପରିଚାଳନାକୁ (management of Smile)କୁ ଧନ୍ୟବାଦ ଜଣାଉଛି । ବିଶ୍ବର ବିଭିନ୍ନ ସ୍ଥାନରୁ ଏହିପରି ଶିଳ୍ପପତି ତଥା ବ୍ୟକ୍ତିଙ୍କ ମଧ୍ୟରେ ରହିବା ଏକ ସୌଭାଗ୍ୟର ବିଷୟ ।