ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି - ବିଜୟ ମହାନ୍ତି
ବିଜୟ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ତାଙ୍କୁ ମନେ ପକାଇଛି ଏନଏସଡି । ଏନଏସଡିର ପୂର୍ବତନ ଛାତ୍ର ଥିଲେ ଓଲିଉଡ ଆକ୍ଟର ।
![ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି](https://etvbharatimages.akamaized.net/etvbharat/prod-images/768-512-8112463-923-8112463-1595330730970.jpg)
ବିଜୟ ମହାନ୍ତିଙ୍କୁ ଏନଏସଡିର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର: ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କୁ ଜାତୀୟ ଡ୍ରାମା ସ୍କୁଲ(ଏନଏସଡି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜୟଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ତାଙ୍କୁ ମନେ ପକାଇଛି ଏନଏସଡି । ଏନଏସଡିର ପୂର୍ବତନ ଛାତ୍ର ଥିଲେ ଓଲିଉଡ ଆକ୍ଟର ।