ଓଡିଶା

odisha

ETV Bharat / sitara

ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲିର ଅତୀତ' - ଓଡିଆ ଫିଲ୍ମ 'କାଲି ର ଅତୀତ'

ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲିର ଅତୀତ' । ଯାହା ବିଷୟରେ ଟ୍ବିଟ କରି ସୂଚନା ଦେଲେ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା । ଅଧିକ ପଢନ୍ତୁ...

KaliraAtita has made its entry into the Oscar race
ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲି ର ଅତୀତ'

By

Published : Feb 19, 2021, 5:47 PM IST

Updated : Feb 21, 2021, 1:27 PM IST

ଭୁବନେଶ୍ବେର: ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲିର ଅତୀତ' । ଯାହା ବିଷୟରେ ଟ୍ବିଟ କରି ସୂଚନା ଦେଲେ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ।

ନୀଳ ମାଧବ ଟ୍ବିଟ କରି କହିଛନ୍ତି, ଓସ୍କାର ଦୌଡରେ ଓଡିଆ ଫିଲ୍ମ # 'କାଲିର ଅତୀତ' । ସାଧାରଣ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବିଭାଗରେ ପୁରସ୍କାର ପାଇଁ ମନୋନୀତ । ଯାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ଏହା ଏକାଡେମୀ ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି। ସମସ୍ତଙ୍କୁ ଧନ୍ୟାବାଦ ।

Last Updated : Feb 21, 2021, 1:27 PM IST

ABOUT THE AUTHOR

...view details