ଓଡିଶା

odisha

ETV Bharat / sitara

ଗଣମାଧ୍ୟମ ଉପରେ କାହିଁକି ଖପ୍ପା ହେଲେ ତାମିଲ ଷ୍ଟାର ଅଜିତ? - Ajith to take legal action

ଏକ ଗଣମାଧ୍ୟମ ଅଜିତଙ୍କ ବିଷୟରେ ମିଥ୍ୟା ଖବର ପ୍ରକାଶ କରିବା ସହିତ ତାଙ୍କ ପ୍ରକ୍ସି ଦସ୍ତଖତ ସହିତ ଖୁବ ଶୀଘ୍ର ସେ ସୋସିଆଲ ମିଡିଆକୁ ଫେରିବେ ବୋଲି ଘୋଷଣା କରିଥିଲେ । ଏହାପରେ ତାମିଲ ଅଭିନେତା କହିଛନ୍ତି ଯେ ସେ ଖୁବ ଶୀଘ୍ର ମିଥ୍ୟା ଖବର ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅଧିକ ପଢନ୍ତୁ...

Ajith to take legal action against fake news perpetrator
ମିଥ୍ୟା ଖବର ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଜିତ

By

Published : Mar 8, 2020, 1:50 PM IST

Updated : Mar 9, 2020, 4:15 AM IST

ମୁମ୍ବାଇ: ତାମିଲ ଅଭିନେତା ଅଜିତ କୁମାରଙ୍କ ଦସ୍ତଖତ ଜାଲିଆତି କରିଥିବା ଏବଂ ତାଙ୍କ ବିଷୟରେ ମିଥ୍ୟା ଖବର ପ୍ରକାଶ କରିଥିବା ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାମିଲ ଷ୍ଟାର । ମାର୍ଚ୍ଚ 6ରେ ଅଜିତଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିରେ ତାମିଲ ସୁପରଷ୍ଟାର ସୋସିଆଲ ମିଡିଆରେ ପୁନଃ ଯୋଗଦାନ କରିବେ ବୋଲି ଘୋଷଣା କରାଯାଇଥିଲା ।

ଏହି ଖବର ଅଜିତଙ୍କୁ ବିରକ୍ତ କରିଛି । ତେଣୁ ତାଙ୍କ ଆଇନ ପରାମର୍ଶଦାତା ଆନନ୍ଦ କହିଛନ୍ତି କି ‘ତାଙ୍କର କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ । ଏହା ସମ୍ପୂର୍ଣ୍ଣ ମିଛ କଥା ପ୍ରକାଶ ହୋଇଛି । ଅଜିତ ତାଙ୍କର ପ୍ରୋଫାଇଲ୍ ବଜାୟ ରଖନ୍ତି ଏବଂ ଚଳଚ୍ଚିତ୍ର ଇଭେଣ୍ଟରେ ମଧ୍ୟ ସେ ଯୋଗ ଦିଅନ୍ତି ନାହିଁ । ତେଣୁ ମିଥ୍ୟା ଖବର ପ୍ରକାଶ କରିଥିବା ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ଏହି ଅଭିନେତା ବର୍ତ୍ତମାନ ବୋନି କପୁରଙ୍କ ଦ୍ବାରା ନିର୍ମିତ"H. Vinoth's Valimai"ରେ କାମ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2020, 4:15 AM IST

For All Latest Updates

ABOUT THE AUTHOR

...view details