ଓଡିଶା

odisha

ETV Bharat / sitara

ୟଶ ଚୋପ୍ରାଙ୍କ ପରିବାରକୁ ନେଇ ଅସନ୍ତୋଷ ଗୋବିନ୍ଦା - ୟଶ ଚୋପ୍ରାଙ୍କ ପତ୍ନୀଙ୍କ ଗାଡି ସହ ନିକଟରେ ଧକ୍କା ହୋଇଥିଲେ ଗୋବିନ୍ଦାଙ୍କ ପୁଅ

ୟଶ ଚୋପ୍ରାଙ୍କ ପତ୍ନୀଙ୍କ ଗାଡି ସହ ନିକଟରେ ଧକ୍କା ହୋଇଥିଲା ଗୋବିନ୍ଦାଙ୍କ ପୁଅଙ୍କ ଗାଡି । ଯାହାର ଖୁଲାସା କରିଛନ୍ତି ଗୋବିନ୍ଦା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jun 30, 2020, 4:22 PM IST

ମୁମ୍ବାଇ: ବଲିଉଡର ନମ୍ବର 1 ଅଭିନେତା ରହିସାରିଥିବା ଗୋବିନ୍ଦାଙ୍କୁ ୟଶ ଚୋପ୍ରା ଲାଡଲା ହର୍ଷବର୍ଦ୍ଧନ ଆହୁଜାଙ୍କ ସହ ଯେଉଁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାହା ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଗାଡି ଥିଲା । ଆଶ୍ଚର୍ଯ୍ୟକର କଥା ହେଲା ଯେ ପାମେଲା କିମ୍ବା ଆଦିତ୍ୟ ଏଯାବତ ତାଙ୍କ ପୁଅର ହାଲଚାଲ ପଚାରିନାହାଁନ୍ତି ।

ଗତ ବୁଧବାର ୟଶବର୍ଦ୍ଧନଙ୍କ ଗାଡି ମୁମ୍ବାଇ ଜୁହୁ ଅଞ୍ଚଳରେ ରାସ୍ତାରେ ଆଉ ଏକ ଗାଡି ସହ ଧକ୍କା ହୋଇଥିଲା । ଏହି ସାମାନ୍ୟ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । କିନ୍ତୁ ୟଶବର୍ଦ୍ଧନ ଗାଡି ସାମ୍ନାରୁ ଡ୍ୟାମେଜ ହୋଇଛି । ଗାଡି ୟଶବର୍ଦ୍ଧନ ଚଲାଉଥିବା ବେଳେ ଅନ୍ୟ କାର କମ୍ପାନୀର ଡ୍ରାଇଭର ଚଲାଉଥିଲେ ।

ଏବେ ଖୁଲାସା ହୋଇଯାଇଛି ଯେ ସେହି ଗାଡି ପାମେଲାଙ୍କର । ହେଲେ ଏହାକୁ ନେଇ ଚିନ୍ତିତ ଗୋବିନ୍ଦା ଯେ ସେମାନଙ୍କ ତରଫରୁ କେହି ଜଣେ ମଧ୍ୟ ୟଶବର୍ଦ୍ଧନଙ୍କ ଭଲମନ୍ଦା ଜାଣିବାକୁ ଚେଷ୍ଟା କରିନାହାଁନ୍ତି ।

ABOUT THE AUTHOR

...view details