ନୂଆଦିଲ୍ଲୀ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । ସାରା ବିଶ୍ବରେ ସନ୍ନିଙ୍କ ବହୁ ପ୍ରଶଂସକ ଅଛନ୍ତି । ସେ ପ୍ରାୟତଃ ନିଜର ଫଟୋ ଏବଂ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ନିକଟରେ ସନ୍ନି ଏପରି ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଟିମ ସହିତ କେରଳ ବିଚ୍ ପାଖରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି । କ୍ରିକେଟ୍ ଖେଳିବା ସମୟରେ ସନ୍ନି ଛକା-ଚୌକା ମାରିଛନ୍ତି ।
ଏବେ ସନ୍ନି ତାଙ୍କର ସୁଟ୍ ପାଇଁ କେରଳରେ ଅଛନ୍ତି ।