ମୁମ୍ବାଇ: ଏବେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲୀ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଆରାଧ୍ୟା ପିତା ଅଭିଷେକ ବଚ୍ଚନ ଏବଂ ମାତା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ 'ଦୋସ୍ତାନା' ଚଳଚ୍ଚିତ୍ରର 'ଦେଶୀ ଗାର୍ଲ' ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ଆରାଧ୍ୟାଙ୍କ ଡ୍ୟାନ୍ସର ବହୁ ପ୍ରଂଶସା କରିଛନ୍ତି ।