ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ସେ କେବଳ ହ୍ୟାଟ(HAT) ପିନ୍ଧି ଫଟୋସୁଟ କରିଥିଲେ ।
ବର୍ତ୍ତମାନ ମଡେଲ ତଥା ଅଭିନେତ୍ରୀ ଶମା ସିକନ୍ଦର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶମା କେବଳ ଏକ ବଡ ହ୍ୟାଟ(HAT) ରେ ନିଜ ଶରୀରକୁ ଘୋଡାଇ ଫଟୋ ଉଠାଇଥିବାର ନଜର ଆସିଛନ୍ତି ।