ହାଇଦ୍ରାବାଦ: ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିକଟରେ ବିଜୟ ଇନଷ୍ଟାଗ୍ରାମରେ ତାଙ୍କର ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ବ୍ୟାନିୟନ ପିନ୍ଧିଥିବାର ଦେଖିବାକୁ ମିଳିଛି । ଫଟୋ ସହିତ ଫଟୋର କ୍ୟାପସନ ଫ୍ୟାନ୍ସଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି ।
ହଟ ଲୁକରେ ବିଜୟ, ଫଟୋ ଭାଇରାଲ - ହଟ ଲୁକ୍ ରେ ବିଜୟ, ଫଟୋ ଭାଇରାଲ
ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିକଟରେ ବିଜୟ ଇନଷ୍ଟାଗ୍ରାମରେ ତାଙ୍କର ଏକ ବ୍ଲାକ ଆଣ୍ତ ହ୍ବାଇଟର ହଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ବ୍ୟାନିୟନ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ହଟ ଲୁକ୍ ରେ ବିଜୟ, ଫଟୋ ଭାଇରାଲ
ଫଟୋ ସହିତ କ୍ୟାପସନ୍ ରେ ବିଜୟ ଲେଖିଛନ୍ତି, କେବଳ ଟ୍ୟାଙ୍କ୍ ଟପ୍ ରେ । ଏବେ ବିଜୟଙ୍କ ଏହି ହଟ ଲୁକ୍ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ବିଜୟ ଅନନ୍ୟା ପାଣ୍ଡେଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର ଲିଗର୍ ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ପାଞ୍ଚଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ।