ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ମାଉସୀଙ୍କର ଶନିବାର ଦେହାନ୍ତ ହୋଇଛି । ଏନେଇ ବରୁଣ ତାଙ୍କ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରି ନିଜର ଦୁଃଖ ପ୍ରକାଶ କରିଥିଲେ ।
ମାଉସୀଙ୍କ ଦେହାନ୍ତରେ ଏକ ଫଟୋ ସେୟାର କଲେ ବରୁଣ ; ଲେଖିଲେ 'ଲଭ୍ ୟୁ ମାସି' - Varun Dhawan shares a picture with his aunt as he mourns her demise
ବଲିଉଡ ଅଭିନେତା ବରୁଣ ଧୱନଙ୍କ ମାଉସୀଙ୍କର ଦେହାନ୍ତ ହୋଇଛି । ବରୁଣ ତାଙ୍କ ମାଉସୀ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ବରୁଣ ଏକ ହୃଦୟସ୍ପର୍ଶୀ ମେସେଜ ଲେଖିଥିଲେ ଏବଂ ଗାୟତ୍ରୀ ମନ୍ତ୍ର ମଧ୍ୟ ଲେଖିଥିଲେ, 'ଲଭ୍ ୟୁ ମାସି' । ଅଧିକ ପଢନ୍ତୁ...
ମାଉସୀଙ୍କ ଦେହାନ୍ତରେ ଏକ ଫଟୋ ସେୟାର କଲେ ବରୁଣ ; ଲେଖିଲେ 'ଲଭ୍ ୟୁ ମାସି'
ବରୁଣ ତାଙ୍କ ମାଉସୀ ସହିତ ଏକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ବରୁଣ ତାଙ୍କ ମାଉସୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ଫଟୋ ସହିତ ବରୁଣ ଏକ ହୃଦୟସ୍ପର୍ଶୀ ମେସେଜ ଲେଖିଥିଲେ ଏବଂ ଗାୟତ୍ରୀ ମନ୍ତ୍ର ସହ 'ଲଭ୍ ୟୁ ମାସି' ଲେଖିଥିଲେ ।
ବରୁଣ ଏହି ଖବର ସେୟାର କରିବା ମାତ୍ରେ ତାଙ୍କ ବନ୍ଧୁମାନେ ମଧ୍ୟ ଏହି ପୋଷ୍ଟକୁ ନେଇ ସେମାନଙ୍କ ହୃଦୟରୁ ସମବେଦନା ଜଣାଇଥିଲେ । ବରୁଣଙ୍କ ଫଟୋରେ ସେଲିବ୍ରିଟି ସୋନମ କପୁର ଅହୁଜା, ମଲାଇକା ଆରୋରା, ନୁଶରତ, ଦିଆ ମିର୍ଜା କମେଣ୍ଟ ଦେଇଛନ୍ତି ।