ଓଡିଶା

odisha

ଉତ୍ତରାଖଣ୍ଡରେ ହିମସ୍ଖଳନ: ଶୋକ ପ୍ରକାଶ କଲା ବଲିଉଡ ଜଗତ

By

Published : Feb 7, 2021, 10:41 PM IST

ଉତ୍ତରାଖଣ୍ଡରେ ହିମସ୍ଖଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ସେଲିବ୍ରିଟି । ଅଧିକ ପଢନ୍ତୁ...

uttarakhand-glacier-burst-celebrities-pray-for-peoples-safety-after-massive-flood-in-chamoli
ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣାରେ ଶୋକ ପ୍ରକାଶ କଲେ ବଲିଉଡ ସେଲିବ୍ରିଟି

ନୂଆଦିଲ୍ଲୀ:ଉତ୍ତରାଖଣ୍ଡରେ ହିମସ୍ଖଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ସେଲିବ୍ରିଟି । ନିଖୋଜ ଥିବା ଲୋକଙ୍କ ଏବଂ ସେମାନଙ୍କ ପରିବାର, ସାଙ୍ଗମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ସେଲିବ୍ରିଟି ।

ଅକ୍ଷୟ କୁମାର ଟ୍ବିଟ କରି କହିଛନ୍ତି, ଦେବୋଭୂମିରେ ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।

ଶ୍ରଦ୍ଧା କପୁର ଟ୍ବିଟ କରି ଲେଖିଛନ୍ତି, “# ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗିବା କଥା ଶୁଣି ଦୁଃଖଦାୟକ । ସେଠାରେ ଥିବା ସମସ୍ତଙ୍କ ଲୋକଙ୍କ ସୁରକ୍ଷା ପ୍ରାର୍ଥନା କରୁଛି”।

ଦିଆ ମିର୍ଜା କହିଛନ୍ତି, ନିଖୋଜ ଥିବା ଲୋକଙ୍କ ପ୍ରତି ସମବେଦନା । ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ମୋର ପ୍ରାର୍ଥନା ।

ଚଳଚ୍ଚିତ୍ର ନିର୍ମାତା ଅଭିଷେକ କପୁର ଲେଖିଛନ୍ତି, “ଦୁଃଖଦାୟକ ଖବର। ଭଗବାନ ଲୋକମାନଙ୍କ ରକ୍ଷା କରନ୍ତୁ । ହରି ଓମ୍ # ଉତ୍ତରାଖଣ୍ଡ“ ।

ABOUT THE AUTHOR

...view details