ଓଡିଶା

odisha

ETV Bharat / sitara

ଶାହରୁଖ-ଦୀପିକାଙ୍କ ଗୀତରେ ଅଙ୍କିତାଙ୍କ ଠୁମକା, ଭିଡିଓ ଭାଇରାଲ - ନୂଆ ଭିଡିଓକୁ ନେଇ ଚର୍ଚ୍ଚାରେ ଅଙ୍କିତା

ନୂଆ ଭିଡିଓକୁ ନେଇ ଚର୍ଚ୍ଚାରେ ଅଙ୍କିତା । ‘ବନ କେ ତିତଲି ମନ ଉଡା’ରେ ନାଚି ଫ୍ୟାନ୍ସଙ୍କ ମନ କିଣିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ

By

Published : Feb 6, 2021, 2:43 PM IST

ମୁମ୍ବାଇ: ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବାକୁ ସବୁବେଳେ ଚେଷ୍ଟା କରନ୍ତି ଟେଲି କଳାକାରଙ୍କଠୁ ନେଇ ବଲିଉଡ ଷ୍ଟାର । ଏହି କ୍ରମରେ ସାମିଲ ଅଛନ୍ତି ଟିଭିର ପପୁଲାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରନ୍ତି । ଏଥର ମଧ୍ୟ ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ଡାନ୍ସ ଭିଡିଓ ଜରିଆରେ ଅଙ୍କିତା ଦେଖାଉଛନ୍ତି ନିଜ ଜଲୱା ।

ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ,‘ଯେତେବେଳେ ପ୍ରଜାପତି ଭାବେ ତାହା ଜୀବନ ଶେଷ ହେଉଯାଉଛି ସେହି ସମୟରେ ସେ ପୁଣିଥରେ ଉଡିବାକୁ ଚେଷ୍ଟା କରେ ।’

ଯଦି ଭିଡିଓ କଥା ହେବା ତାହାଲେ ଅଙ୍କିତା ସୁପରଷ୍ଟାର ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ର ପପୁଲାର ଗୀତ ‘ବନ କେ ତିତଲି ଉଡା’ରେ ମସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details