ଓଡିଶା

odisha

ETV Bharat / sitara

ଦୁଇ ମାସ ପରେ ଜିମ୍‌କୁ ଫେରି ଖୁସି କ୍ରିଷ୍ଣା ଶ୍ରଫ୍ - ଦୁଇ ମାସ ପରେ ଜିମ୍ କୁ ଫେରି ଖୁସି କ୍ରିଷ୍ଣା ଶ୍ରଫ୍

ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ ଗତ ଦୁଇମାସ ଧରି ନିଜର ଦୈନନ୍ଦିନ ବ୍ୟାୟାମ ରୁଟିନ୍ ଠାରୁ ଦୂରରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ଜିମ୍‌କୁ ଫେରିଥିବାରୁ ବହୁତ ଖୁସି ଅଛନ୍ତି । ଅଧିକ ପଢନ୍ତୁ...

tiger-sister-krishna-shroff-shares-pictures-as-she-is-happy-to-return-the-gym-after-two-months
ଦୁଇ ମାସ ପରେ ଜିମ୍ କୁ ଫେରି ଖୁସି କ୍ରିଷ୍ଣା ଶ୍ରଫ୍

By

Published : Jan 27, 2021, 7:19 PM IST

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡଙ୍କ ମଧ୍ୟରୁ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ ସବୁବେଳେ ଆକ୍ଟିଭ । ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଓ୍ବାର୍କଆଉଟ ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।

ସେ ଗତ ଦୁଇମାସ ଧରି ନିଜର ଦୈନନ୍ଦିନ ବ୍ୟାୟାମ ରୁଟିନ୍ ଠାରୁ ଦୂରରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ଜିମକୁ ଫେରିଥିବାରୁ ବହୁତ ଖୁସି ଅଛନ୍ତି ।

ଦୁଇ ମାସ ପରେ ଜିମ୍ କୁ ଫେରି ଖୁସି କ୍ରିଷ୍ଣା ଶ୍ରଫ୍

କ୍ରିଷ୍ଣା ତାଙ୍କର ଏକ ଓ୍ବାର୍କଆଉଟ ଭିଡିଓ ଇନଷ୍ଟା ଷ୍ଟୋରୀରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଦୁଇ ମାସ, ଏତେ ଦିନ ପର୍ଯ୍ୟନ୍ତ ନିଜର ଫେବରେଟ୍ ସ୍ଥାନଠାରୁ ଦୂରରେ ଥିଲି । ଫେରି ଆସି ବହୁତ ଖୁସି ଲାଗୁଛି' ।

ଦୁଇ ମାସ ପରେ ଜିମ୍ କୁ ଫେରି ଖୁସି କ୍ରିଷ୍ଣା ଶ୍ରଫ୍

ପରବର୍ତ୍ତୀ ପୋଷ୍ଟରେ, କ୍ରିଷ୍ଣା ଓ୍ବାର୍କଆଉଟ ପରେ ନିଜ ପୋଷାକୁକୁର ସହ ସମୟ ବିତାଉଥିବାର ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ, ଗତ ସପ୍ତାହରେ କ୍ରିଷ୍ଣା ତାଙ୍କ ଜନ୍ମଦିନ ସେଲିବ୍ରେଟ କରିଥିଲେ ।

ABOUT THE AUTHOR

...view details