ଓଡିଶା

odisha

By

Published : May 25, 2020, 12:45 PM IST

ETV Bharat / sitara

ଦିବ୍ୟାଙ୍କ ଶାନଦାର କବିତା, ଫ୍ୟାନ୍ସ କହିଲେ ବାଃ ବାଃ

ପୁଣିଥରେ ନିଜ କବିତା ଜରିଆରେ ସୋସିଆଲ ମିଡିଆରେ ଭାଇରାଲ ହେଲେ ଦିବ୍ୟା ଦତ୍ତ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଦତ୍ତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଦତ୍ତ

ମୁମ୍ବାଇ: ଫେମସ ଅଭିନେତ୍ରୀ ଦିବ୍ୟା ଦତ୍ତଙ୍କ ଅଭିନୟରେ ସମସ୍ତେ ଫିଦା। ସେ ନିଜର ଜବରଦସ୍ତ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତି ଆସୁଛନ୍ତି। ଲକଡାଉନ ପାଇଁ ଘରେ ବନ୍ଦ ଥିବା ଦିବ୍ୟାଙ୍କର ଗୋଟିଏ ଭିଡିଓ ଇଣ୍ଟରନେଟରେ ଛାଇ ଯାଇଛି । ଯେଉଁଥିରେ ସେ ଏକ କବିତା କହୁଥିବାର ନଜର ଆସିଛନ୍ତି । ଆଉ ଫ୍ୟାନ୍ସଙ୍କ ମନ କିଣିଛି ତାଙ୍କ ଏହି ନୂଆ କବିତା। ତେବେ ଆସନ୍ତୁ ନଜର ପକାଇବା ତାଙ୍କ ଏହି କବିତା ଉପରେ...

‘ଜ ସବ୍‌ ଠିକ ହୋଗା ନା ତୋ ୟେ ତୋ କରତେ ରହେଙ୍ଗେ

ୱୋ ଜୋ ଦୋସ୍ତୋଂ ସେ ହର ତିସରେ ଦିନ ଭିଡିଓ କଲ କରତେ ହେଁ

ଅପନେ ଗୋଲଗପ୍ପେ ଔର୍‌ ରେସିପିଜ୍‌ ଏକ୍ସଚେଞ୍ଚ କରତେ ହେଁ

କହାଁ ମିଲତା ହେ ୱୋ ମୌକା ଭାଗଦୌଡ କି ଜିନ୍ଦେଗୀ ମେଁ

ଜବ ସବ ଠିକ୍‌ ହୋଗା ନା ତୋ କରତେ ରହେଙ୍ଗେ।’

ଏହି ଶାନଦାର କବିତା କହି ସେ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି। ପ୍ରକାଶ ଥାଉକି ହିନ୍ଦୀ ଫିଲ୍ମ ବ୍ୟତୀତ ଦିବ୍ୟା ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି।

ABOUT THE AUTHOR

...view details