ହାଇଦ୍ରାବାଦ: ତନୁଜା ଚନ୍ଦ୍ରା ନିର୍ଦ୍ଦେଶିତ ଫିଲ୍ମ ‘ଆଣ୍ଟି ସୁଧା ଆଣ୍ଟି ରାଧା’କୁ 2019 ମାଡ୍ରିଡ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଛି। ଏହାକୁ ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ବର୍ଗରେ ନୋମିନେଟ୍ କରାଯାଇଥିଲା । ଫିଲ୍ମଟି 86 ଓ 93 ବର୍ଷର ଦୁଇ ଆଣ୍ଟିଙ୍କ କାହାଣୀ ।
ମାଡ୍ରିଡ ଫିଲ୍ମ ଫେଷ୍ଟରେ ତନୁଜା ଚନ୍ଦ୍ରାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ
ମାଡ୍ରିଡ ଫିଲ୍ମ ଫେଷ୍ଟିଭାଲରେ ତନୁଜା ଚନ୍ଦ୍ରାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ । ଶ୍ରେଷ୍ଠ ବିଦେଶୀ ଭାଷା ବର୍ଗରେ ନୋମିନେଟ ଫିଲ୍ମ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ବୃଦ୍ଧାବସ୍ଥାର ବିଶ୍ବରେ କୌଣସି ସୀମା ନଥାଏ । ଏହି ସମୟରେ ହିଁ ଜୀବନ ଉତ୍ସାହପ୍ରଦ ହୋଇଥାଏ ବୋଲି କହିଛନ୍ତି ନିର୍ଦ୍ଦେଶିକା । ଏହାଛଡା ତନୁଜା ‘ସଂଘର୍ସ’ ଓ ‘କରିବ୍ କରିବ୍ ସିଙ୍ଗଲ’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।