ଓଡିଶା

odisha

ETV Bharat / sitara

ସନ୍ନିଙ୍କ ସଟଲେସ ସେଲ୍ଫି, ଭାଇରାଲ ହେଲା ଫଟୋ

ସୋସିଆଲ ମିଡିଆରେ ଘୁରି ବୁଲିଲା ସନ୍ନି ଦେଓଲଙ୍କ ସର୍ଟଲେସ ଫଟୋ । ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସନ୍ନି । ଆପଣ ମଧ୍ୟ ଦେଖନ୍ତୁ ସନ୍ନିଙ୍କ ସର୍ଟଲେସ ଅବତାର ।

By

Published : May 22, 2019, 9:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସନ୍ନି

ମୁମ୍ବାଇ: ବି-ଟାଉନର ଆକ୍ସନ ଅଭିନେତା ସନ୍ନି ଦେଓଲ ଏବର୍ଷ ବିଜେପି ଟିକେଟରୁ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢୁଛନ୍ତି । ମତଦାନ ପରେ ସନ୍ନି ଏବେ କୁଲ୍ଲୁ, ମନାଲୀର ଥଣ୍ଡା ବାତାବରଣକୁ ଏନଜୟ କରୁଛନ୍ତି ।

ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଦେଇଛନ୍ତି ।

କିନ୍ତୁ ଇତିମଧ୍ୟରେ ସନ୍ନି ସୋସିଆଲ ମିଡିଆରେ ପ୍ରଥମଥର ସର୍ଟଲେସ ସେଲ୍ଫି ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଫଟୋ ଦେଖିଲାପରେ ଫ୍ୟାନ୍ସ ଗୁହାରି କରିଛନ୍ତି କି ରାଜନୀତି ଛାଡି ପୁଣି ବଲିଉଡକୁ ଫେରିବା ପାଇଁ ।

ଖାଲି ଏତିକି ନୁହେଁ, ସନ୍ନିଙ୍କ ବଡି ଦେଖି ମଜାଦାର କମେଣ୍ଟରେ ସୋସିଆଲ ମିଡିଆ ଭରି ଦେଇଛନ୍ତି ଫ୍ୟାନ୍ସ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କି ସନ୍ନି 62 ବର୍ଷରେ ମଧ୍ୟ ଫିଟ୍ ଆଣ୍ଡ ଫାଇନ ନଜର ଆସୁଛନ୍ତି ।

ABOUT THE AUTHOR

...view details