ଓଡିଶା

odisha

By

Published : May 30, 2021, 4:20 PM IST

ETV Bharat / sitara

ଆଞ୍ଜିଓପ୍ଲାଷ୍ଟି ପରେ ପ୍ରଥମ ଥର ନଜର ଆସିଲେ ଅନୁରାଗ, ଦେଖନ୍ତୁ ଫଟୋ...

ହସ୍ପିଟାଲରୁ ଫେରିବା ପରେ ଅନୁରାଗଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଝିଅ ଆଲିଆ କଶ୍ୟପ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

story-anurag-kashyap-daughter-aaliyah-kashyap-shares-her-father-first-photo-after-angioplasty
ଆଞ୍ଜିଓପ୍ଲାଷ୍ଟି ପରେ ପ୍ରଥମ ଥର ନଜର ଆସିଲେ ଅନୁରାଗ, ଦେଖନ୍ତୁ ଫଟୋ...

ନୂଆଦିଲ୍ଲୀ: ନିକଟରେ ନିର୍ଦ୍ଦେଶକ ତଥା ନିର୍ମାତା ଅନୁରାଗ କଶ୍ୟପଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇସାରିଛି । ତେବେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି ବୋଲି କହିଛନ୍ତି ତାଙ୍କ ମୁଖପାତ୍ର । ବର୍ତ୍ତମାନ ସେ ଘରେ ବିଶ୍ରାମ ନେଉଛନ୍ତି ।

ଆଞ୍ଜିଓପ୍ଲାଷ୍ଟି ପରେ ପ୍ରଥମ ଥର ନଜର ଆସିଲେ ଅନୁରାଗ, ଦେଖନ୍ତୁ ଫଟୋ...

ହସ୍ପିଟାଲରୁ ଫେରିବା ପରେ ଅନୁରାଗଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଝିଅ ଆଲିଆ କଶ୍ୟପ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ଅନୁରାଗ ଲଣ୍ଡା ହୋଇଯାଇଥିବାର ନଜର ଆସିଛନ୍ତି । ଏଥିସହିତ ସେ ଏକ ବ୍ଲୁ ସାର୍ଟ ଏବଂ ବେକରେ କଳା ମାସ୍କ ଝୁଲୁଥିବାର ଦେଖିବାକୁ ମିଳିଛି । କ୍ୟାମେରା ଦେଖି ସେ କହିଛନ୍ତି, ମୁଁ ଦେଖିପାରୁ ନାହିଁ।

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ଅନୁରାଗ ତାଙ୍କର ଆଗାମୀ ଫିଲ୍ମ ‘ଦୋବାରା’ର ସୁଟିଂ ଶେଷ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅଭିନୟ କରିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details