ହାଇଦ୍ରାବାଦ: ଇନଷ୍ଟାଗ୍ରାମରେ ଆୟୋଡିନ ଅଭାବ ଥିବା ଜଣାଇଛନ୍ତି ଅଭିନେତ୍ରୀ ସୋନମ କପୁର । ଏହାସହ ଆୟୋଡିନ ଥିବା ଲୁଣ ଖାଇବାକୁ ପରାମର୍ଶ ଦେଇଛନ୍ତି ସୋନମ ।
ଆୟୋଡିନ ଅଭାବରେ ପୀଡିତ ସୋନମ - sonam kapoor
ଆୟୋଡିନ ଅଭାବରେ ପୀଡିତ ଅଛନ୍ତି ଅଭିନେତ୍ରୀ ସୋନମ କପୁର । ଇନଷ୍ଚାଗ୍ରାମରେ ଦେଲେ ସୂଚନା ।

ଫଟୋ ସୌଜନ୍ୟ: ଏ ଏନ ଆଇ
ସେପ୍ଟେମ୍ବର 20ରେ ସୋନମଙ୍କ ଫିଲ୍ମ ‘ଦି ଜୋୟା ଫ୍ୟାକ୍ଟର’ରିଲିଜ ହେବ । ଦଲକିର ସଲମାନଙ୍କ ସ୍କ୍ରିନ ସେୟାର କରିଛନ୍ତି ସୋନମ । ଅନୁଜା ଚୌହାନଙ୍କ 2008ର ନୋବେଲ ଉପରେ ଆଧାରିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ କପୁର ।